ଗଞ୍ଜାମ(ଓବି ନ୍ୟୁଜ)(ଉମାକାନ୍ତ ବେହେରା): ଗଞ୍ଜାମ ସହରର ଅନତି ଦୂରରର ରହିଥିବା ଅଗସ୍ତି ନୂଆଗାଁ ନିକତସ୍ତ ଛତ୍ରପୁରଙଝଇଚ ଅଷ୍ଟମ ବାଟାଲିୟନ ପରିସରରେ ରହିଥିବା ଶ୍ରୀ ସନ୍ତୋସୀ ମାଁ ମନ୍ଦିର ପ୍ରତିଷ୍ଠାର ଷଷ୍ଠ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେଉଛି। ମହା ଆଡମ୍ବର ସହକାରେ ଆୟୋଜିତ ଉତ୍ସାବରେ ବାଟାଲିୟନ ଦୁର୍ଗପତି ଉଦୟ କୁମାର ରଥ ଙ୍କ ସହ ସହଧର୍ମୀଣି ଉକ୍ତ ଆଧ୍ୟାତ୍ମିକ କାର୍ୟ୍ୟକ୍ରମରେ କର୍ତ୍ତା ଭାବେ ଯୋଗ ଦେଇ ଥିବାବେଳେ ଘୃତ ଯଜ୍ଞ ସମ୍ପର୍ଣ୍ଣ ହୋଇଥିଲା।ବାଟାଲିୟନ ର ଅଫିସର,ହାବିଲଦାର ଓ ସିପାହୀ ମନେ କାର୍ୟ୍ୟକ୍ରମ ପରିଚନାନା କରିଥିଲେ। ଶେଷରେ ଅର୍ଣ୍ଣଯଜ୍ଞ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବାଟାଲିୟନ ର ସମସ୍ତ କର୍ମକର୍ତା ହାବିଲଦାର ଓ ସିପାହୀ ସଙ୍ଘ କର୍ମକର୍ତା ସ୍ଥାନୀୟ ବହୁ ବିଶିଷ୍ଟ ବ୍ୟକ୍ତି ଓ ସଂକୀର୍ତ୍ତନ ମଣ୍ଡଳୀ ଯୋଗ
ଦେଇଥିଲେ।