ମୋହନାରେ ସ୍ଵାଧୀନତା ଦିବସ

0
224

ମୋହନା(ଓବି ନ୍ୟୁଜ)(ସୁବିତ କୁମାର ନାୟକ): ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚାନ୍ଦିପୁଟ ଲାଲ୍ ବାହାଦୂର ଶାସ୍ତ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ୭୩ତମ ସ୍ଵାଧୀନତା ଦିବସ ପାଳନ କରାଗଲା। ଏହି ଦିବସରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ବୁରୁଡା ଗୌରୀ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଛାତ୍ରଛାତ୍ରୀମାନେ ଜାତୀୟ ସଙ୍ଗୀତ ଗାନ କରି ଚାନ୍ଦିପୁଟ ଗ୍ରାମ ସଭା ଯାତ୍ରାରେ ବାହାରି ଥିଲେ, ଜାତୀୟ ସଙ୍ଗୀତ ଓ ସ୍ଲୋଗାନ ଦେଇ ସାହି ପରିକ୍ରମ କରିଥିଲେ । ଏହି କାର‌୍ୟ୍ୟକ୍ରମରେ ସଂସ୍କୃତ ଶିକ୍ଷକ ଶ୍ରୀ ଦାମୋଦର ଗୋପାଳ ଗୋତ୍ରା , କଳା ଶିକ୍ଷୟିତ୍ରୀ ଶ୍ରୀମତୀ ସ୍ମୃତି ସଂଜିତା ମାଲୋ, କଳା ଶିକ୍ଷକ ଶ୍ରୀ ଅଶୋକ କୁମାର ମାଳ ବିଷୋୟୀ, ଗଣିତ ଶିକ୍ଷକ ଶ୍ରୀ ସୌମ୍ୟ ରଞ୍ଜନ ଦାସ, ହିନ୍ଦୀ ଶିକ୍ଷକ ଶ୍ରୀ ସତ୍ୟ ନାରାୟଣ ପଟ୍ଟନାୟକ ଓ ପିଇଟି ଶିକ୍ଷକ ଶ୍ରୀ ରବି ନାରାୟଣ ରଣା ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here