ଜୁନାଗଡ଼ (ଓବି ନ୍ୟୁଜ) (ବିମଳ ଚନ୍ଦ୍ର ଶତପଥୀ) ; ୭୩ ତମ ସ୍ୱାଧୀନତା ଦିବସ ମହା ସମାରୋହରେ ରେ ପାଳନ କରାଯାଇଛି । ଜୁନାଗଡ଼ ଆଦିବାସୀ ଭବନ ଠାରେ ବହୁ ଆଦିବାସୀ ନେତା ଏବଂ ଆଦିବାସୀ ଜନଜାତି ଏକାଠି ହୋଇ ପତାକା ଉତ୍ତୋଳନ କରିଥିଲେ । ଏବଂ ରେନଡୋ ମାଝୀ ଙ୍କ ଗୁଣ ଗାନ କରିଥିଲେ । ମୁଖ୍ୟ ଅତିଥିଭାବେ ଶୀବଛ ଯାନି, ମୁଖ୍ୟ ବକ୍ତାଭାବେ କୃଷନ ଚନଦର ଭୋଇ । ମୋହନ ଭୋଇ, ସୁପରସନ ଭୋଇ, ଲାଳ ବାହାଦୁର ଯାନି ,ହରିଶଙ୍କର ଭୋଇ ଉପସ୍ଥିତ ଥିଲେ । ଲେପରା ଇନଡିଆ ଜୁନାଗଡ଼ ହସପିଟାଲ ପରିସରରେ, କୁରୁଗୁଡା ଆଶ୍ରମ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ, ଏନସିସି ଯୋଗଦାନ କରିଥିଲେ ଏବଂ ଧୂମ, ଧାମ ରେ ଡା ଜୀଗାନଂସୁ ଅଗ୍ନି ହୋତରୀ ଙ୍କ ଦ୍ୱାରା ପତାକା ଉତ୍ତୋଳନ କରିଥିଲେ । ବରଗଛ ପଡା କଳବ ଠାରେ ମଧ୍ୟ ବିମଳ ଚନ୍ଦ୍ର ଶତପଥୀ ପତାକା ଉତ୍ତୋଳନ କରିଥିଲେ । ହାଇସ୍କୁଲ ପଡିଆ ପରିସରରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଗୋବର୍ଦ୍ଧନ ଦାସ, ଜୁନାଗଡ଼ ବିଡିଓ, ତହସିଲଦାର ସମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ଜୁନାଗଡ଼ ଆଇ ଆଇ ସି ପ୍ରଭାତ କୁମାର ସେଠୀ, ଜୁନାଗଡ଼ ଏକସ ଆଇଜ ଇନସ ପେକ୍ଟର, ଏବଂ ଜୁନାଗଡ ଫାୟାର ବିଗେଡ ଅଫିସର ଯୋଗଦାନ କରି ଜର୍ଜ ଆସନ ରେ ବସିଥିଲେ। ବେଷ୍ଟ ପେରେଡ ପୁରସ୍କାର ଏନ ଆର ଏଫ ଏସ ବିଦ୍ୟା ଳୟ ପାଇଥିଲେ । କ୍ଷୁଦ୍ର ଜଳସେଚନ ଉପ ବିଭାଜନ ଅଫିସର ଧୀରେନ୍ଦ୍ର କୁମାର ନାଏକ ନିଜ ଅଫିସରେ ପତାକା ଉତ୍ତୋଳନ କରିଥିଲେ ଏବଂ ବୃକ୍ଷରୋପଣ କରିଥିଲେ ।