ହିଞ୍ଜିଳି ପୋଲିସର ପରିଚୟ ପତ୍ର ବଣ୍ଟନ

0
97

ହିଞ୍ଜିଳିକାଟୁ (ଓବି ନ୍ୟୁଜ)(ପବିତ୍ର କୁମାର ପାତ୍ର) ; ହିଞ୍ଜିଳି ଥାନା ପରିସର ଅଭ୍ୟର୍ଥନୀୟ କକ୍ଷ ରେ ଥାନା ଅଧିକାରୀ ଅଭିମନ୍ୟୁ ଦାସଙ୍କ ସଂଯୋଜନ ରେ ଆଜି ହିଞ୍ଜିଳି ଥାନା ପକ୍ଷରୁ ବରିଷ୍ଟ ନାଗରିକ ସୁରକ୍ଷା ମଞ୍ଚର ସଦସ୍ୟ ମାନଙ୍କୁ ପରିଚୟ ପତ୍ର ବଣ୍ଟନ କରାଯାଇଛି । ଆଜି ରାକ୍ଷୀ ପୂର୍ଣ୍ଣିମା ଅବସରରେ ବରିଷ୍ଟ ନାଗରିକ ମାନଙ୍କୁ ହାତ ରେ ସବ୍ଇନ୍ସପେକ୍ଟର ମମତା ସାମନ୍ତରା ରାକ୍ଷୀ ବାନ୍ଧି ଏହି କାର୍ଯ୍ୟକ୍ରମ କୁ ଅଧିକ ସ୍ମରଣୀୟ କରିଛନ୍ତି। ହିଞ୍ଜିଳି ପୋଲିସ ପକ୍ଷରୁ ଥାନା ଅଞ୍ଚଳ ରେ ଅନ୍ୟ କେତେକ ବରିଷ୍ଠ ନାଗରିକଙ୍କୁ ସଠିକ୍ ଭାବେ ଚିହ୍ନଟ କରି ବରିଷ୍ଟ ନାଗରିକ ସୁରକ୍ଷା ମଞ୍ଚ ରେ ଯୋଡିବା ପାଇଁ ସାଧାରଣ ରେ ମତ ପ୍ରକାଶ ପାଉଛି।

LEAVE A REPLY

Please enter your comment!
Please enter your name here