ଗଉଞ୍ଜୁରେ ଝୁଲଣ ଯାତ୍ରା

0
74

ବ୍ରହ୍ମପୁର (ଓବି ନ୍ୟୁଜ): ବ୍ରହ୍ମପୁର ଉପଖଣ୍ଠ ଗଉଞ୍ଜୁ ଠରେ ଥିବା ସାରସ୍ୱତ ଆଶ୍ରମ ପରିସରରେ ଝୁଲଣ ଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି ।
ତିିନି ଦିନ ଧରି ଏହି ଅବସରରେ ଆଶ୍ରମ ପରିସରରେ ରାଧାକୃଷ୍ଣଙ୍କୁ ଏକ ଦୋଳିରେ ବସାଇ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା । ଗଉଞ୍ଜୁ ଗ୍ରାମ ସମେତ ପାଖ ଆଖ ଗ୍ରାମର ଭକ୍ତ ଓ ଶ୍ରଦ୍ଧାଳୁମାନେ ଆଶ୍ରମକୁ ଆସି ଠାକୁରଙ୍କ ଦର୍ଶନ ସହ ପ୍ରସାଦ ସେବନ କରିଥିଲେ ।

LEAVE A REPLY

Please enter your comment!
Please enter your name here