କୁକୁଡାଖଣ୍ଡି (ଓବି ନ୍ୟୁଜ):ସଦରଥାନା ଅନ୍ତଗତ କୁକୁଡାଖଣ୍ଡି ତହସିଲ ନିକଟରେ ଅଟୋ ଓଲଟି ଜଣେ ବ୍ୟକ୍ତି କଂ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଛି।ମୃତକ ହେଲେ ହିଞିଳିକାଟୁ ନୂଆଗଡ ର ଦୁଯ୍ୟୋଧନ ନାୟକ(୬୬)।ଦୁଯ୍ୟୋଧନ ଏକ ପାସେଞର ଅଟୋod07Q2492 ଯୋଗେ ବ୍ରହ୍ମପୁରରୁ ହିଞିଳିକାଟୁ ଅଭିମୁଖେ ଯାଉଥିବାବେଳେ କୁକୁଡାଖଣ୍ଡି ତହସିଲ ନିକଟରେ ଅଟୋଟି ଓଲଟି ପଡିଥିଲା ,ଅଟୋ ତଳେ ଦୁଯ୍ୟୋଧନ ଚାପିହୋଇ ଯିବାରୁ ଘଟଣାସ୍ଥଳରେ ହିଁ ତାକଂ ମୃତ୍ୟୁ ହୋଇଯାଇଥିଲା ।ସଦରଥାନା ପୋଲିସ ଘଟଣାସ୍ଥଳରେ ପହଞି ଶବ ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ବଡ ଡାକ୍ତରଖାନା ପଠାଇଛି।