ବଜ୍ରପାତ ରେ ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

0
31

ଭଞ୍ଜନଗର(ଓବି ନ୍ୟୁଜ):ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଗମ୍ଭାରୀ ଗୋଛା ଗ୍ରାମର ସୁଧୀର ଗୌଡ଼ (40) ଓ ତାର ପତ୍ନୀ ଲିଲିମା ଗୌଡ଼ (28) ଆଜି ଦିନ ସାଢେ 2ଟା ସମୟରେ ବିଲରେ ଚାଷ କାମ କରୁଥିବା ବେଳେ ହଠାତ ପ୍ରବଳ ବେଗରେ ମେଘ ପବନ ମାଡି ଆସିବା ସହ ଘଡଘଡି ମାରିଥିଲା ଏଥିରେ ସୁଧୀର ଏବଂ ଲିଲିମା ଉଭୟେ ଗୁରୁତର ଆହତ ହୋଇଥିଲେ l ସଙ୍ଗେ ସଙ୍ଗେ ସେମାନଙ୍କୁ ଭଞ୍ଜନଗର ମେଡିକାଲ ରେ ଭର୍ତ୍ତି କରାଯାଇଥିଲା l ଏଠାରେ ଡାକ୍ତର ସୁଧୀର କୁ ମୃତ ଘୋଷଣା କରିଥିଲେ l ଲିଲିମା ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ଜଣାପଡିଛି l

LEAVE A REPLY

Please enter your comment!
Please enter your name here