ପର୍ଯ୍ୟଟନସ୍ତଳୀ ଗୋପକୁଦା ରେ ଗଂଜାମ ଜିଲ୍ଲାପାଳ

0
143

ଖଲ୍ଲିକୋଟ :(ଓବି ନ୍ୟୁଜ୍) ଗ ତ କିଛି ଦିନ ତଳେ ଗଂଜାମ ଜିଲ୍ଲା ର ବିଭିର୍ନ ପର‌୍ୟ୍ୟଟନ ସ୍ତଳୀ ମାନଙ୍କର ବିକାଶ ପାଇଁ ଗଂଜାମ ଜିଲ୍ଲାପାଳ ଓ ପର‌୍ୟ୍ୟଟନ ଅଧିକାରୀ ଙ୍କର ଉପସ୍ତିତି ରେ ଏକ ବୈଠକ ଅନୁଷ୍ଠିତ ହୋଉଥିଲା ଜ୍ଝ ଉକ୍ତ ବୈଠକ ରେ ଖଲ୍ଲିକୋଟ ବିଧାୟିକା ଶ୍ରୀମତୀ ସୂର‌୍ୟ୍ୟମଣି ବୈଦ୍ୟ ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଗୋପକୁଦା ଓ ନାରାୟଣୀ ପର‌୍ୟ୍ୟଟନ ସ୍ତଳୀ ର ବିକାଶ ପାଇଁ ପ୍ରସ୍ତାବ ଦେଇଥିଲେ ଜ୍ଝ ତଦନୁ ଯାଇ ଶନିବାର ଦିନ ଅପରାର୍ହଁନ ପାଞ୍ଚ ଘାନ୍ତିକ ସମୟରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଳାଙ୍ଗ ଓ ଜିଲ୍ଲା ପ୍ରକଳ୍ପ ନିଁର୍ଧେସକ ସିଦ୍ଧାର୍ଥ ସ୍ୱାଇଁ ଓ ଖଲ୍ଲିକୋଟ ବି ଡି ଓ ନବକୃଷ୍ଣ ଜେନା ,ସ୍ଥାନୀୟ ବିଧାୟିକା ଶ୍ରୀମତୀ ସୂର‌୍ୟ୍ୟମଣି ବୈଦ୍ୟ, ଯୁବ ନେତା ଦୈତାରୀ ବେହେରା ବରିଷ୍ଠ ବି ଜେ ଡି ନେତା ସୁବଳ ସାହୁ ଙ୍କ ସମେତ କେଶପୁର ସରପଂଚଙ୍କ ପ୍ରତିନିଧି ମିଟୁ ସାହୁ ଓ ପୂର୍ବତନ ସମିତି ସଭ୍ୟ ବାବୁଲା ପରିଡା , ଓ ଯୁବ ନେତା ଶ୍ରୀଧର ବୈଦ୍ୟ ପ୍ରମୁଖଙ୍କ ସହ ଚିଲିକା ର ଅଭ୍ୟନ୍ତର ରେ ଥିବା ଗୋପକୁଦା ପର‌୍ୟ୍ୟଟନ ସ୍ତଳୀ ବୁଲି ଦେଖିଥିଲେ ଜ୍ଝ ଏଠାରେ ଗୋପକୁଦା ର ଚାରିପଟେ ଏକ ରିଂ ଗ ରୋଡ ନିର୍ମାଣ ଓ ଜାତୀୟ ରାଜପଥ ଠାରୁ ଗୋପକୁଦା କୁ ସଂଯୋଗ କରିବା ପାଇଁ ଏକ ପ୍ରଶସ୍ତ ରାସ୍ତା ଓ ଚିଲିକା ଉପରେ ଏକ ସ୍ଥାଇପୋଲୋ ନିର୍ମାଣ କରିବା ସହ ଗୋପକୁଦା ରେ ଆଲୋକୀକରଣ ,ପାନ୍ଥିକା, ପୁଷ୍ପ ଉଦ୍ୟାନ ସମେତ ପର‌୍ୟ୍ୟଟକ ମାନଙ୍କ ସୁଖସ୍ୱାଛନ୍ଦ ପାଇଁ ଶୌଚାଳୟ ଓ ଚିଲିକା ରେ ବୋଟୀନିଙ୍ଗ ପ୍ରଭୁତି ବିକାଶ କରିବା ପାଇଁ ଗଂଜାମ ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଜ୍ଝ ଗୋପକୁଦା ରେ ମୋଟ ୪୭୧ ଏକର ଜମିଥିବା ଥିବା ବେଳେ ୧୭୧ ଏକର ସରକାରୀ ଜମି ରହିଛି ଜ୍ଝ ତେଣୁ ଉକ୍ତ ପର‌୍ୟ୍ୟଟନ ସ୍ତଳୀ ର ବିକାଶ ହେଲେ ଉକ୍ତ ଅଂଚଳରେଥିବା ମୋଚୟୋଯିବି ମାନଙ୍କର ଆର୍ଥିକ ସାମାଜିକ ଓ ସଂଜ୍ଝସ୍କୁତିକ ବିକାଶ ହେଇପାରିବ ବୋଲି ଗ୍ରାମ ବାସି ମାନକ ତରଫରୁ ମତ ପ୍ରକାଶ କରିଥିଲେ ଜ୍ଝ

LEAVE A REPLY

Please enter your comment!
Please enter your name here