କେନାଲରେ ବୁଡ଼ି ଜଣେ ମୃତ

0
70

ବୁଗୁଡ଼ା(ଓବି ନ୍ୟୁଜ): ଗୋଳାବନ୍ଧ ଗ୍ରାମରେ କେନାଲରେ ବୁଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଜଣଙ୍କ ହେଲେ ଗୋଳାବନ୍ଧ ଗ୍ରାମର ଗୋବର୍ଦ୍ଧନ ଜେନା । ଗୋବର୍ଦ୍ଧନ ଶନିବାର ସନ୍ଧ୍ୟାରେ ଗାଁ ନିକଟ କେନାଲକୁ ଶୌଚ ହେବାକୁ ଯାଇଥିବାବେଳେ ଗୋଡ଼ ଖସିଯିବାରୁ କେନାଲରେ ଭାସିଯାଇଥିଲେ । ନିକଟରେ ଥିବା କିଛି ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ବୁଗୁଡ଼ା ମେଡିକାଲରେ ଭର୍ତି କରିଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here