କୁକୁଡାଖଣ୍ଡି (ଓବି ନ୍ୟୁଜ): ନିମଖଣ୍ଡି ଫାଣ୍ଡି ଅନ୍ତଗତ ହୁଗୁଳାପଟା ଗ୍ରାମରେ ମଗଂଳବାର ରାତ୍ର ସଂଘବଧ ଭାବେ ଜଣେ ଯୁବକକୁ ଆକ୍ରମଣ କରିବା ଫଳରେ ସଦରଥାନା ପୁଲିସ ଗୁରବାର ଜଣକୁଂ ଗିରଫ କରି କୋଟ ଚାଲାଣ କରିଥିବା ବେଳେ ଫେରାର ଥିବା ୫ ଜଣକୁଂ ନିମଖଣ୍ଡି ଫାଣ୍ଡି ପୋଲିସ ଗିରଫ କରି କୋଟ ଚାଲାଣ କରିଛି ।ଗିରଫ ଜଣକଂ ହେଲେ ପୂବରୁ ଗିରଫ ହୋଇଥିିବା ସୂଯ୍ୟନାରାୟଣ ଗୌଡ କଂ ଦୁଇ ପୁଅ ଅନୀଲଗୌଡ(24),ଅଶୋକ. ଗୌଡ(23),ସୂଯ୍ୟକଂ ଭାଇ ମାଗୁଂ ଗୌଡ(60)ମାଗୁଂକଂ ଦୁଇ ପୁଅ ଗାଣ୍ଡୁଗୌଡ(23),କାଳିଆ ଗୌଡ(24)।ଘଟଣାରୁ ପ୍ରକାଶ ଯେ ହୁଗୁଳାପଟା ଗ୍ରାମର ରିକୁଂ ମହାରଣା ରାତ୍ର ସମୟରେ ଘର ନିକଟସ୍ଥ ଏକ ପାନ ଦୋକାନକୁ ପାନ ଖାଇବାକୁ ଯାଉଥିବା ବେଳେ ଉକ୍ତ ଗ୍ରାମର ସୂଯ୍ୟନାରାୟଣ ଗୌଡ ରିକୁଂ କୁ ଗାଳିଗୁଲଜ କରିଥିଲେ ।
ପରେ ସୂଯ୍ୟକଂ ପୁଅ ପୁତୁରା ଆସି ପାଠାଗାର ନିମାଣ କାମ ବନ୍ଦ କରି ନହେଲେ ଟକାଂ ଦେବୁ କହି ଗାଳିଗୁଲଜ ସହ ହକି ଷ୍ଟିକରେ ମାଡ ମାରିଥିଲେ ।ଏହାକୁ ରିକୁଂ ମାଁଂ ପ୍ରତିରୋଧ କରିବାରୁ ତାକୁଂ ମଧ୍ୟ ମାଡ ମରାଯାଇଥିବା ନେଇ ରିକୁଂ ସଦରଥାନାରେ ଅଭିଯୋଗ କରିଥିଲେ ।ଆକ୍ରମଣରେ ରିକୁଂ ଗୁରୁତର ହୋଇ ବ୍ରହ୍ମପୁର ବଡ ଡାକ୍ତରଖାାନାରେ ଚିକିସ୍ଛଚିତ ହେଉଥିବା ଜଣାପଡିଛି।ନିମଖଣ୍ଡି ଫାଣ୍ଡି ପୋଲିସ ଘଟଣାର ତଦନ୍ତକରି ସଂପୃକ୍ତ୬ ଜଣକୁଂ ଗିରଫକରି କୋଟଚାଲାଣ କରିଥିବା ସୂଚନା ଦେଇଛନ୍ତି ନିମଖଣ୍ଡି ଫାଣ୍ଡି ଅଧିକାରୀ ପ୍ରଫୁଲ ଶତପଥୀ ।