ରକ୍ତଦାନ ଶିବିର

0
16

ଜି. ଉଦୟଗିରି(ଓବି ନ୍ୟୁଜ)(ପ୍ରତାପ ଚନ୍ଦ୍ର ପାଢୀ): ଜି. ଉଦୟଗିରି ବ୍ୟବସାୟୀ ସଂଘ ଆନୁକୂଲ୍ୟରେ ଆଜି ବ୍ୟବସାୟୀ ସଂଘ କାର୍ଯ୍ୟାଳୟ ପରିସରରେ ଡି.ଏଚ୍ . ଏଚ୍ ଫୁଲବାଣୀ ବ୍ଲଡ଼ ବ୍ୟାଙ୍କ ସହାୟତାରେ ଏକ ରକ୍ତଦାନ ଶିବିର ଆୟୋଜନ ହୋଇଥିଲା। ଏହି ଶିବିରରେ ମୋଟ ୩୮ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ବୋଲି ବ୍ୟବସାୟୀ ସଂଘ ସଭାପତି ସମୀର କୁମାର ପାଢ଼ୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here