ଶରଣକୁଳ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ୪୮ ଘଣ୍ଟିଆ ସଟଡାଉନ ଘୋଷଣା

0
46

ଓଡ଼ଗାଁ (ଓବି ନ୍ୟୁଜ) (ବ୍ୟୁରୋ): ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ଅନ୍ତର୍ଗତ ଶରଣକୁଳ ଓଡିଶା ଗ୍ରାମ୍ୟ ବ୍ୟାଙ୍କ କୁ ଓଡଗାଁ ତହସିଲଦାର ବିଜୟିତା ସାମନ୍ତସିଂହାର ୪୮ ଘଣ୍ଟିଆ କଣ୍ଟନମେଣ୍ଟ ଘୋଷଣା କରିଛନ୍ତି । ସୋମବାର ସନ୍ଧ୍ୟା ୬ ରୁ ବୁଧବାର ସନ୍ଧ୍ୟା ୬ ପର୍ଯ୍ୟନ୍ତ ଶାଖା କାର୍ଯ୍ୟ।ଳୟ ବନ୍ଦ ରହିବା ସହିତ ବ୍ୟାଙ୍କ ପରିସରକୁ ବିଶୋଧିତ କରିବାକୁ ନିର୍ଦେଶ ଦେଇଛନ୍ତି । ସମ୍ପୃକ୍ତ ଶାଖା ପରିଚାଳକଙ୍କ କୌଣସି ମୃତ୍ୟୁ ଓ ପରେ କେତେକ କର୍ମଚାରୀଙ୍କ କରୋନା ପଜିଟିଭ ଚିହ୍ନଟ ହେବା ପରେ ତହସିଲଦାରଏହିପରି ଭାବେ ବ୍ୟାଙ୍କକୁ ସଟ ଡାଉନ ଘୋଷଣା କରିବାକୁ ପଦକ୍ଷେପ ନେଇଥିବା ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here