ଘାଟି ରେ ବସ୍ ଦୁର୍ଘଟଣା ୩୦ରୁ ଅଧିକ ଯାତ୍ରୀ ଆହତ

0
84

କନ୍ଧମାଳ ( ଓବି ନ୍ୟୁଜ) କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଡାଡୁମାହା ଘାଟି ରେ ବସ୍ ଦୁର୍ଘଟଣା । ଭାରସାମ୍ୟ ହରାଇ ୩୦ଫୁଟ ତଳକୁ ଖସିଲା ବସ୍ । ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା, ଉଦ୍ଧାର କାର୍ଯ୍ୟ ଜାରି । କୋଟଗଡ଼ ପୋଲିସ୍ ଓ ମେଡିକାଲ ଟିମ,ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିବା ସହ କୋଟଗଡ଼ ମେଡିକାଲରେ ଭର୍ତ୍ତି କରାଯାଉଛି ଆହତମାନଙ୍କୁ । କୋଟଗଡ଼ ରୁ ଶ୍ରୀରାମପୁର୍ ଯାଉଥିଲା ଦିପକ୍ ନାମକ ଘରୋଇ ବସ୍ ।

LEAVE A REPLY

Please enter your comment!
Please enter your name here