ଫୁଟିଲା ବ୍ରହ୍ମକମଳ

0
114

ପୋଲସରା(ଓବି ନ୍ୟୁଜ)(ଅତ୍ରି ପଟ୍ଟନାୟକ):ଗଞ୍ଜାମ ଜିଲ୍ଲା ପୋଲସରା ଷଣ୍ଢ ସ।ହି ରେ ସୁନୀଲ ମୋହନ ପଟ୍ଟନାୟକ ଓ ଜାଦେଙ୍ଗପଦର ଗ୍ରାମର ଶ୍ୟାମଘନଙ୍କ ନିଜ ବାସଭବନ ଠାରେ ପବିତ୍ର ସିଂହ ସଂକ୍ରାନ୍ତି ଦିନ ରାତ୍ର ୧୧ଟା ସମୟ ଗୋଟିଏ ଗଛରେ ୭ ଟି ବ୍ରହ୍ମକମଳ ଫୁଲ ଫୁଟିଥିବା ବେଳେ ଆଖ ପାଖ ଅଞ୍ଚଳର ଗାଁର ବହୁ ବ୍ୟକ୍ତି ବ୍ରହ୍ମକମଳ ଫୁଲ ଦେଖିବାକୁ ଭିଡ଼ ଲାଗିଥିଲା। ଫୁଲକୁ ଗୋପୀନାଥ ମନ୍ଦିରରେ ଅର୍ପଣ କରା ଯାଇଥିଲା।

LEAVE A REPLY

Please enter your comment!
Please enter your name here