ବିପୁଳ ପରିମାଣର ଦେଶୀମଦ ଜବତ

0
34

ସାଲେପୁର (ଓବି ନ୍ୟୁଜ) (ନୃସିଂହ ଚରଣ ଦାଶ): ମାହାଙ୍ଗା ଥାନା ମଉଦା ଗ୍ରାମରୁ ମଙ୍ଗଳବାର ବିପୁଳ ପରିମାଣର ଦେଶୀ ମଦ ଜବତ କରାଯାଇଛି । ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ନିଶ୍ଚିନ୍ତକୋଇଲି ଅବକାରୀ ବିଭାଗ । ଗିରଫ ବ୍ୟକ୍ତି ଦ୍ୱୟ ହେଲେ ଶିବରାମ ବେହେରା ଏବଂ ଦଳଗୋବିନ୍ଦ ପରିଡା । ମାହାଙ୍ଗା ଅଂଚଳରେ ଆଗରୁ ବିଭିନ୍ନ ମାଦକ ଦ୍ରବ୍ୟ ବେଧଡକ ବିକ୍ରି ହେଉଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ହେଉଥିଲେ ବି ନାଁ ପୋଲିସ ଅବା ଅବକାରୀ ବିଭାଗ କେହି ନଜର ଦେଉନଥିବା ଅଭିଯୋଗ ହେଉଛି ।

LEAVE A REPLY

Please enter your comment!
Please enter your name here