ଲାଞ୍ଜିିଆ ପଂଚାୟତ ବୁଲିଲେ ଜିଲ୍ଲାପାଳ

0
327

କୁକୁଡ଼ାଖଣ୍ଡି(ଓବି ନ୍ୟୁଜ)(ହିମାଂଶୁ ପାଢ଼ୀ): କୁକୁଡ଼ାଖଣ୍ଡି ବ୍ଲକ ଲାଞ୍ଜିଆ ପଂଚାୟତକୁ ଅଚାନକ ଗସ୍ତ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ଜିଲ୍ଲାପାଳ ଦିଗପହଣ୍ଡିରୁ ପ୍ରୋଗ୍ରାମ ସାରି ବ୍ରହ୍ମପୁର ଫେରୁଥିବା ସମୟରେ ନୂତନ ଭାବେ ତିଆରି ହୋଇଥିବା ମଡେଲ ପଂଚାୟତ ଗୃହ ବୁଲି ଦେଖିବା ସହ ନିକଟରେ ହେବାକୁ ଥିବା ପାର୍କ ମଧ୍ୟ ପରିଦର୍ଶନ କରି କିପରି ସୁନ୍ଦର ହେବ ସେ ନେଇ ପଚାରି ବୁଝିଥିଲେ । ଜିଲ୍ଲାପାଳଙ୍କ ଗସ୍ତ ସମୟରେ ବିଡିଓ ଜୀବନଚନ୍ଦ୍ର ମଲ୍ଲିକ, ଜିଆରଏସ୍ ରୋକି ପାତ୍ର, ଅନିଲ ଗୌଡ଼, ଗୋବିନ୍ଦ ଗୌଡ଼, ସୀମାଂଚଳ ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here