ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ

0
237

ବ୍ରହ୍ମପୁର (ଓବି ନ୍ୟୁଜ) (ଅମର କୁମାର ଦାଶ): ବ୍ରହ୍ମପୁର ଉପଖଣ୍ଡର ନୂତନ ଉପଜିଲ୍ଲାପାଳ ଭାବେ କୀର୍ତି ଭାସନ୍ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ବ୍ରହ୍ମପୁର ଉପଜିଲ୍ଲାପାଳ ଦାୟିତ୍ୱ ଥିବା ଆଇଏସ୍ ଅଧିକାରୀ ସିନ୍ଧେ ଦତାତ୍ରେୟ ଭାଉସାହେବ ଗଞ୍ଜାମ ଜିଲ୍ଲାର ପିଡି ଡିଆରଡିଏ ଭାବେ ବଦଳି ହେବା ପରେ ବ୍ରହ୍ମପୁର ନୂତନ ଉପଜିଲ୍ଲାପାଳ ଭାବେ କୀର୍ତି ଭାସନ୍ ଆଜି ଶ୍ରୀ ଭାଉସାହେବଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ବ୍ରହ୍ମପୁର ଉପଖଣ୍ଡର ଜନସାଧାରଣଙ୍କୁ ଉପଯୁକ୍ତ ସେବା ଯୋଗାଇଦେବା ତାଙ୍କର ପ୍ରାଥମିକ କାର୍ଯ୍ୟ ହେବ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here