ଛତିଶଗଡ଼ ସୁକୁମା ଜିଲ୍ଲାରେ ମାଓ ଦମନ ଅପରେସନ

0
39

ମାଲକାନଗିରି (ଓବି ନ୍ୟୁଜ) (ଏମ.ଚନ୍ଦ୍ର ରାଓ): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ସୁକୁମା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସଲ୍ଲଭ ସିନାଙ୍କ ମାର୍ଗଦର୍ଶନରେ ମାଓ ଦମନ ଅପରେସନକୁ ଜୋରଦାର କରାଯାଇଛି । ଆଜି ସୁକୁମା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁନିଲ ଶର୍ମାଙ୍କ ନିର୍ଦ୍ଦେଶରେ ଏସଡିପିଓ ଅନୁରାମ ଝା ଙ୍କ ନେତୃତ୍ୱରେ ତଙ୍ଗପାଲ ଥାନାଧିକାରୀ ପ୍ରମୋଦ କଶ୍ୟପ ଓ ପୁଷପାଲ ଥାନାଧିକାରୀ ବିଜୟ ପଟେଲଙ୍କ ସହ ପୋଲିସ ଫୋର୍ସ ତଙ୍ଗପାଲ ଥାନା ଅନ୍ତର୍ଗତ ପ୍ରତାପଗିରି ଜଙ୍ଗଲରେ ମାଓବାଦୀମାନେ ୨୦୧୫ ମସିହା ସହିଦ ଦିବସ ଅବସରରେ ନିର୍ମାଣ କରିଥିବା ପ୍ରାୟ ୨୦ ଫୁଟ ଉଚ୍ଚର ସହିଦ ସ୍ତମ୍ବକୁ ଭାଙ୍ଗି ଧ୍ୱଂସ କରିଦେଇଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here