ଗ୍ରାମବାସୀଙ୍କୁ ଦେଖି ନିଜ ବନ୍ଧୁକ ଛାଡ଼ି ଶିକାରୀ ଫେରାର !

0
14

ଚୌଦ୍ୱାର (ଓବି ନ୍ୟୁଜ) (ସଞ୍ଜିବ କୁମାର ତିୱାରୀ): ଦଳିଯୋଡା ସଂରକ୍ଷିତ ଜଙ୍ଗଲର କୋଚିଳା ନୂଆଗାଁ ନିକଟ ଜଙ୍ଗଲ ରେ ସୋମବାର ସନ୍ଧ୍ୟା ବେଳେ ତିନି ଜଣ ବେଆଇନି ଶିକାରୀ ଶିକାର କରୁଥିବାର ଖବର ପାଇ ସ୍ଥାନୀୟ ଗ୍ରାମବାସୀ ଉକ୍ତ ତିନି ଜଣ ଶିକାରୀ କୁ କାବୁ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ତିନି ଜଣ ଯାକ ଶିକାରୀ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିବା କୁ ସକ୍ଷମ ହୋଇ ଯାଇ ଥିବାବେଳେ ଜଣେ ଶିକାରୀର ଏକ ଦେଶୀ ବନ୍ଧୁକ ଓ ଶିକାର ସାରଞ୍ଜ।ମ ସେଇଠାରେ ଛାଡିଯାଇଥିବ ର ଜଣାପଡିଛି । ଘଟଣା ସ୍ଥଳରେ ଚୌଦ୍ଵାର ପୋଲିସ ପହଞ୍ଚି ବନ୍ଧୁକ ଓ ଶିକାର ସରଞ୍ଜାମ କୁ ଜବତ କରି ଅଧିକ ତଦନ୍ତ ଚଳାଇଛନ୍ତି ।

LEAVE A REPLY

Please enter your comment!
Please enter your name here