ନଦୀରୁ ଅଜଣା ଶବ ଉଦ୍ଧାର

0
25

ସାଲେପୁର (ଓବି ନ୍ୟୁଜ) (ନୃସିଂହ ଚରଣ ଦାଶ): ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ଚିତ୍ରତୋଳା ନଦୀରୁ ଏକ ଅଜଣା ବ୍ୟକ୍ତିର ଶବକୁ ପୋଲିସ ଉଦ୍ଧାର କରିଛି । ସ୍ଥାନୀୟ ଲୋକେ ସକାଳୁ ଏଇ ଶବକୁ ନଦୀରେ ଭାସୁଥିବାର ଦେଖି ନେମାଳ ଥାନାରେ ଜଣାଇଥିଲେ । ଖବର ପାଇ ଘଟଣା ସ୍ଥଳରେ ନେମାଳ ଥାନା ପୋଲିସ ପହଂଚି ଶବ କୁ ପାଣିରୁ ଉଦ୍ଧାର କରି ବ୍ୟବଛେଦ ନିମନ୍ତେ ପଠାଇଥିଲେ ।

LEAVE A REPLY

Please enter your comment!
Please enter your name here