ଓଡଗାଁ ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ ଓ ଆଙ୍ଗିସିଙ୍ଗି ଗ୍ରାମ କଣ୍ଟନମେଣ୍ଟ ଜୋନ ଘୋଷଣା

    0
    118

    ଓଡଗାଁ, (ଓବି ନ୍ୟୂଜ) (ବ୍ୟୁରୋ) କୋରଣା ପ୍ରକୋପ କାରଣରୁ ଓଡଗାଁ ତହସିଲଦାର ବିଜୟିତା ସାମନ୍ତ ସିଂହାର ଓଡଗାଁ ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆକୁ ବୁଧବାର ସନ୍ଧ୍ୟା 4 ରୁ ଶୁକ୍ରବାର ସନ୍ଧ୍ୟା ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି | ସେହିପରି ଏହି ବ୍ଲକର ଆଙ୍ଗିସିଙ୍ଗି ଗ୍ରାମକୁ 24 ତାରିଖ ସନ୍ଧ୍ୟା ଯାଏଁ କଣ୍ଟନମେଣ୍ଟ ଘୋଷଣା କରିଥିବା ସୂଚନା ଦେଇଛନ୍ତି | ଏହିଁ ସମୟରେ ସମ୍ପୃକ୍ତ ବ୍ୟାଙ୍କ ଓ ଗ୍ରାମକୁ ବିଶୋଧିତ କରିବାକୁ ସେ ନିର୍ଦେଶ ଦେଇଛନ୍ତି |

    LEAVE A REPLY

    Please enter your comment!
    Please enter your name here