ଆକ୍ସନ୍ ମୁଡ୍ ରେ କଟକ ପୋଲିସ

0
8

କଟକ (ଓବି ନ୍ୟୁଜ) (ଜଗନ୍ନାଥପ୍ରସାଦ ମହାନ୍ତି): ଡିଜି ଙ୍କ ନିର୍ଦେଶ ପରେ ପୋଲିସ ର ରଣ ହୁଙ୍କାର । ଯେଉଁଟି ଗହଳି ଓ ବିନା ମାସ୍କ ସେଇଠି ପୋଲିସ । ସହର ର ବିଭିନ୍ନ ଥାନା ଅଧୀନରେ ଆଜି ହୋଇଛି କଡା ଚେକିଂ । ଏହାରି ଭିତରେ ଅନେକ ଦୋକାନ କି ସିଲ କରିଛି ପୋଲିସ । ଏହାରି ଭିତରେ ବକ୍ସି ବଜାର ର କେକ ସପ କୁ ସିଲ କରିଛି ପୋଲିସ । କାରଣ ଅନେକ ଗହଳି ଥିବାରୁ କୋଭିଡ ନିୟମ ଉଲଙ୍ଘନ ଆଧାର ରେ ଦୋକନ କୁ ସିଲ କରିଛି ପୋଲିସ । ଏହାସହ ସିଏମସି ର ଏନ୍ଫୋର୍ସମେଣ୍ଟ ମେଣ୍ଟ ସ୍କ୍ୱାର୍ଡ ମଧ୍ୟ ନାୟା ସଡ଼କ ର ଏକ ମେଡିସନ ଷ୍ଟୋର କୁ ସିଲ କରିଛି । ଯିଏ ବି କୋଭିଡ ନିୟମ ଉଲଂଘନ କରିବ ସେ ଏହିଭଳି ତଣ୍ଡ ଗଣିବା ନିଶ୍ଚୟ ବୋଲି ସୂଚନା ଦେଇଛି ପୋଲିସ ।

LEAVE A REPLY

Please enter your comment!
Please enter your name here