ମାନବିକତା ଦେଖାଇଲା ଜୟ ମହାବୀର ସେବା ସମିତି

0
18

କଟକ (ଓବି ନ୍ୟୁଜ) (ଜଗନ୍ନାଥ ପ୍ରସାଦ ମହାନ୍ତି): ସାମାଜିକ ସଂଗଠନ ଜୟ ମହାବୀର ସେବା ସମିତି ର ସଦସ୍ୟ ମାନଙ୍କ ମିଳିତ ଉଦ୍ୟମ ଫଳରେ କଟକ ସ୍ଥିତ ନିମ ପୁର ବସ୍ତି ଏବଂ ହାଡ଼ିଆ ପଠା ବସ୍ତି ରେ ଗରିବ ଲୋକ ମାନଙ୍କୁ ନୂତନ ଓ ପୁରାତନ ବସ୍ତ୍ର ବଣ୍ଟନ କରାଯାଇଥିଲା ବୋଲି ସଂଗଠନ ସଭାପତି ଶ୍ରୀ ସିକନ କୁମାର ସାହୁ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here