ସୋନପୁରରେ ନୂତନ ୟାମାହା ସୋରୁମ ଉଦଘାଟିତ

0
31

ସୋନପୁର (ଓବି ନ୍ୟୁଜ) (ସୁଶାନ୍ତ ସାହୁ): ସୋନପୁର ଜିଲ୍ଲା ସଦର ସୋନପୁର‐ବଲାଙ୍ଗୀର ରାସ୍ତାରେ ଏକ ନୁତନ ୟାମାହା ସୋରୁମ ଉଦଘାଟିତ ହୋଇଯାଇଛି । ଏଠାରେ ଗ୍ରାହକଙ୍କୁ ୟାମାହା ର ନୂତନ ମଡେଲର ଦୁଇ ଚକିଆ ଯାନ ଗୁଡିକ ଠିକ ଭାବରେ ଉପଲବ୍ଧ କରାଇବାସହ ମରାମତି କାର୍ଯ୍ୟ ଦକ୍ଷ ମେକାନିକଙ୍କ ଦ୍ବାରା ଠିକ ଭାବେ କରାଯିବ ବୋଲି ସୋରୁମ ପ୍ରୋପାଇଡର ଦୟାସାଗର ମେହେର କହିଛନ୍ତି ।

LEAVE A REPLY

Please enter your comment!
Please enter your name here