ବଦଳି ଗଲେ ଥାନା ଅଧିକାରୀ

0
459

ବ୍ରହ୍ମପୁର (ଓବି ନ୍ୟୁଜ): ବ୍ରହ୍ମପୁର ପୁଲିସ ଜିଲ୍ଲାର କିଛି ଥାନାରେ ଥାନା ଅଧିକାରୀ ମାନଙ୍କର ଅଦଳ ବଦଳ କରାଯାଇଛି । ଏନେଇ ବ୍ରହ୍ମପୁର ଏସପି ପିନାକ ମିଶ୍ର ଏକ ନିର୍ଦ୍ଦେଶନାମା ବାହାର କରିଛନ୍ତି । ସେହି ଅନୁଯାୟୀ ସୁରେଶ କୁମାର ତ୍ରିପାଠୀଙ୍କୁ ଟାଉନ ଥାନା ଅଧିକାରୀ ରୂପେ, ସନ୍ତୋଷିନି ଓରାମଙ୍କୁ ସଦରଥାନା ଅଧିକାରୀ ରୂପେ , ଉଦୟନାଥ ସେଠୀଙ୍କୁ ବଦ୍ୟୁତ ଥାନା ଅଧିକାରୀ ରୂର୍ପେ, ଦେବାଶିଷ ମହାନ୍ତିଙ୍କୁ ଟ୍ରାଫିକ ଥାନା ଅଧିକାରୀ ରୂପେ, ସୁମନ୍ତ କିଶାନଙ୍କୁ ବିଏନପୁର ଥାନାର ଅତିରିକ୍ତ ଇନିସପେକ୍ଟର ରୂପେ, ବସନ୍ତ କୁମାର ସେଠୀଙ୍କୁ ଦିଗପହଣ୍ଡି ଥାନା ଅଧିକାରୀ ରୂପେ, ଗୌରାଙ୍ଗ ଚରଣ ସାହୁଙ୍କୁ ସୋନପୁର ସାମୁଦ୍ରିକ ଥାନା ଅଧିକାରୀ ରୂପେ ଏବଂ ଭାବନନ୍ଦ ପ୍ରଧାନଙ୍କୁ ବିଏଚଆରପିସି ଇନିସପେକ୍ଟର ରୂପେ ବଦଳି କରାଯାଇଛି ।

LEAVE A REPLY

Please enter your comment!
Please enter your name here