ଶେରଗଡ ବ୍ଲକ ଅଙ୍ଗନବାଡ଼ି କର୍ମୀଙ୍କ ୨୨ଦଫା ଦାବିପତ୍ର ପ୍ରଦାନ

    0
    66

    ଶେରଗଡ଼ (ଓବି ନ୍ୟୁଜ)(ହୃଷୀକେଶ ମହାନ୍ତି):ଶେରଗଡ ବ୍ଳକ ଅଂଗନବାଡିକର୍ମୀ ମାନେ୨୨ଦଫାଦାବିପତ୍ର ଗଞାମ ଜିଲା ପାଳ କଂ ଉଦ୍ଦେଶ୍ୟ ରେ କୋଭିଟ ନିୟମ କୁ ମାନି ଏକ ପ୍ରତିନିଧି ଦଳ ଶେରଗଡ ବିଡିଓ କଂ କାର୍ଯ୍ୟାଳୟ ରେ ପହଞ୍ଚି ବିଡିଓ, ସିଡିପିଓ, ତହସିଲଦାର ଓ ସିହେଚ ସି ଚିକିତ୍ସା ଅଧିକାରୀ କୁଂଦେଇଛନ୍ତି। ଦାବି ଗୁଡିକ ମଧ୍ୟରେ ବକେୟା ପାରିଶ୍ରମିକ ଓ ନିୟମିତପ୍ରତିମାସରେ ପାରିଶ୍ରମିକ ପ୍ରଦାନ କେଂଦ୍ର ରେ ଖାଦ୍ୟ ରନ୍ଧନ ପାଇଁ ପ୍ରତି ମାସରେ ବଡଗ୍ଯାସସିଲିଣ୍ଡର ଯୋଗାଣ, ବକେୟା ଘରଭଡାପ୍ରଦାନ, କରୋନା ସମୟ କାର୍ଯ୍ୟ ରପାଉଣା, ସ୍ୱାସ୍ଥ୍ୟ ତଥା ବିଭିନ୍ନ କାର୍ଯ୍ୟ ପାଇଁ ଉଦ୍ଦିଷ୍ଟ ଅର୍ଥ ପ୍ରାପ୍ତି ପ୍ରମୁଖ ଦାବି ଅନ୍ତର୍ଭୁକ୍ତ ରହିଛି ।ଆସନ୍ତା ୧୫ଦିନମଧ୍ଧରେ ଏହି ଦାବି ପୂରଣ ପାଇଁ ଅଲ୍ଓଡିଶାଅଂଗନବାଡିଓଲେଡିଜ ୱାର୍କରସଏସୋସିଏସନ ଶେରଗଡ ବ୍ଲକ ଶାଖା ପକ୍ଷରୁ ଗଂଜାମଜିଲା ପ୍ରଶାସନ କୁ କଣ୍ଟଦେଇଛନ୍ତି।ସଭାନେତ୍ରୀ ରଂଜିତାରଥ ଭାରତୀଆଚାରୀ, ପୁଷ୍ପାଜଳିପଣ୍ଡା, ରୁନୁପ୍ରଧାନ, ପ୍ରମିଳା ଚୌଧୁରୀ, ବବିଜେନା, ସନ୍ତୋଷୀସ୍ୱାଇଁ, ବାସନ୍ତୀ ବେହେରା, ଲକ୍ଷ୍ମୀ ପ୍ରିୟାପାଢି, ଜୟନ୍ତୀ ଲତାନଂଦ ଏହି ପ୍ରତିନିଧି ଦଳ ରେ ଯାଇ ଦାବି ପତ୍ର ପ୍ରଦାନ କରିଥିଲେ
    ।ତେବେ ଏହି ଦାବି ମଧ୍ୟ ରୁ କେତେକ ଦାବି ପୂର୍ବଦିନ ପୂରଣକରାଯାଇଥିବାରୁ ଏଥିରେ ଏସୋସିଏସନ କର୍ମକର୍ତ୍ତା ମାନେ ସିଡିପିଓ, ବିଡିଓ ଓ ତହସିଲଦାର କୁଂ ଧନ୍ଯବାଦ୍ ଓ କୃତଜ୍ଞତା ଜଣାଇବା ସହ ଅନ୍ୟ ଦାବି ଗୁଡିକ ତୁରନ୍ତ ପୂରଣ ଦିଗରେ ସହାୟତା କରିବାକୁ ଅନୁରୋଧ କରିଛନ୍ତି ।

    LEAVE A REPLY

    Please enter your comment!
    Please enter your name here