କ଼ୁମାରୀପାରି ରେ ଅଗ୍ନିକାଣ୍ଡ

0
91

ବେଗୁନିଆପଡା (ଓବି ନ୍ୟୁଜ) (ଗାୟତ୍ରୀ ଦେବୀ) ; ଆଜି ଭୋରୁ ସମୟରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ କୁମ୍ଭାରଗାଁ ପଞ୍ଚାୟତ ର କୁମାରିପାରି ଗ୍ରାମ ରେ ଅଗ୍ନିକାଣ୍ଡ ଘଟି ବଂଶୀ ବେହେରା ଙ୍କ ଘର ପୋଡି ନଷ୍ଟ ହୋଇଯାଇଛି । ଅଗ୍ନିକାଣ୍ଡ ର କାରଣ ଜଣାପଡି ନାହିଁ ।ଅଗ୍ନିକାଣ୍ଡ ଫଳ ରେ ବହୁ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି । ଗ୍ରାମବାସୀ ମାନେ ନିଆଁ କୁ ଆୟତ କରିଥିଲେ ।ଅଗ୍ନିବିପନ୍ନ ପରିବାରଙ୍କୁ ସହାୟତା ପ୍ରଦାନ ନିମନ୍ତେ ଗ୍ରାମ ବାସୀ ମାନେ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here