ଗୁଣପୁର ପୋଲିସ୍ ଓ ପ୍ରାଶସନ ମିଳିତ ସଚେତନତା ବାର୍ତ୍ତା

0
241

ଗୁଣପୁର (ଓବି ନ୍ୟୁଜ)(ସୁରେନ୍ଦ୍ର ମହାନ୍ତି):ଗୁଣପୁର ଉପଜିଲ୍ଲାପାଳ ଶ୍ରୀ ଜେ ସୋନାଲ,ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ରାଜ କିଶୋର ଦାସ ଏବଂ ପୋଲିସ୍ ଷ୍ଟାଫ୍ ଗୁଣପୁର ସହର ତଥା ବ୍ୟାଙ୍କ,ଦୋକାନ, ବଜାର, ବସଷ୍ଟାଣ୍ଡ, ହସ୍ପିଟାଲ,ସପିଙ୍ଗ ମଲ୍ ଇତ୍ୟାଦି ଜନଗହଳି ସ୍ଥାନ ପରିଦର୍ଶନ କରିଥିଲେ l ଜନସାଧରଣଙ୍କୁ ଘରୁ ବାହାରିଲେ ମାସ୍କ ବ୍ୟବହାର କରିବେ,ଜନଗହଳି ସ୍ଥାନ ମାନଙ୍କରେ ସାମାଜିକ ଦୂରତା ବଜାୟ ରଖିବେ , ସା ନି ଟାଇଜର ବ୍ୟବହାର କରିବେ,ହାତ ଧୋଇବାକୁ ପରାମର୍ଶ ଦେଇଥିଲେ l ଅଯଥାରେ ଗହଳି କରିବାକୁ ବାରଣ କରିଛନ୍ତି l କୋଭିଡ୍ ନିୟମ ନମlନିଲେ ଦୃଢ଼ କାର୍ଯ୍ୟାନଷ୍ଠାନ ନିଆଯିବ l ୪୫ ବର୍ଷ ରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ ଭେକ୍ସିନ୍ ନେବାକୁ ଅନୁରୋଧ କରିଥିଲେ l

LEAVE A REPLY

Please enter your comment!
Please enter your name here