୨୨ ଶହୀଦ ବୀର ଯବାନଙ୍କ ସ୍ମୃତି ଉଦ୍ଦେଶ୍ୟରେ କ୍ୟାଣ୍ଡେଲ ଶୋଭାଯାତ୍ରା

0
9

ଜି.ଉଦୟଗିରି(ଓବି ନ୍ୟୁଜ)(ପ୍ରତାପ ଚନ୍ଦ୍ର ପାଢ଼ୀ):ଛତିଶଗଡ ବିଜାପୁର ଓ ସୁକୁମା ସୀମାନ୍ତରେ ଶହୀଦ ହୋଇଥିବା ୨୨ ଜଣ ବୀର ଯବାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶତାଧିକ ଲୋକ ସ୍ଥାନୀୟ ଗାନ୍ଧୀ ଛକ ଠାରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରାରେ ବାହାରି ସହରର ବାରାଳିନୀ ବଜାର, ବନ୍ଧ ଛକ ଆଦି ପରିକ୍ରମା କରି ଶେଷରେ ଗାନ୍ଧୀ ଛକ ସ୍ଥିତ ଜାତିର ପିତା ମହାତ୍ମା୍ ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀ ତଳେ କ୍ୟାଣ୍ଡଲେ ଜଳାଇ ଶହୀଦ ବୀର ଯବାନଙ୍କ ଅମର ଆତ୍ମା୍ର ସଦଗତି କାମନା କରିଥିଲେ ।ଉକ୍ତ କ୍ୟାଣ୍ଡେଲ ଶୋଭାଯାତ୍ରାରେ ସହରର ବୁଦ୍ଧିଜୀବୀ,ଗଣ ମାଧ୍ୟମ ପ୍ରତିନିଧି, ସମାଜସେବୀ,ବ୍ୟବସାୟୀ ପ୍ରମୁଖ ସାମିଲ ହୋଇଥିଲେ।

LEAVE A REPLY

Please enter your comment!
Please enter your name here