ଅଣ୍ଡିରାସିଂ ଠାରେ ବିଜେପିର ପ୍ରତିଷ୍ଠା ଦିବସ

0
15

ଶେରଗଡ଼(ଓବି ନ୍ୟୁଜ)(ହୃଷୀକେଶ ମହାନ୍ତି):ଶେରଗଡ ବ୍ଳକର ଧବଳପୁରଗ୍ରାମପଂଚାୟତ ର ଅଂଣ୍ଡିରାସିଂ ଠାରେ ବଜେପି ର୪୧ତମ ପ୍ରତିଷ୍ଠା ଦିବସ ସଂଜୟ ପ୍ରଧାନ ଓ ଜୟଦେବ ଜେନା କଂଆହ୍ୱାନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଂଚାନନଡାକୁଆ ମଣ୍ଡଳସଭାପତି,ଜୟରାମସ୍ୱାଇଁ,ପୂର୍ଣ୍ଣ ଚନ୍ଦ୍ର ପାଢୀ ପ୍ରମୁଖ ଦଳୀୟ ଆଭିମୁଖ୍ଯ ଓ ସଂଗଠନ ଉପରେ ଉଦବୋଧନ ଦେଇଥିଲେ ।ଜିତେନ୍ଦ୍ର ସାମଲ ସମସ୍ତ କୁଂଧନ୍ଯବାଦ ଅର୍ପଣ କରିଥିଲେ ।ବ୍ଲକ ର ବିଭିନ୍ନ ଅଂଚଳରୁ ଦଳୀୟ କର୍ମୀ ଓ ସମର୍ଥକମାନେ ଉଛବ ଯୋଗଦେଇ ଥିଲେ ।

LEAVE A REPLY

Please enter your comment!
Please enter your name here