ପିତ୍ତଳ ବାଳିକା ପ୍ରାଥମିକ ବିଦ୍ୟାଳୟରେ ଏସ୍ଏମ୍ ସି ତାଲିମ

0
37

ଶେରଗଡ଼(ଓବି ନ୍ୟୁଜ)(ହୃଷୀକେଶ ମହାନ୍ତି):ଶେରଗଡ ବ୍ଲକ ର ପିତ୍ତଳ ବାଳିକା ପ୍ରାଥମିକ ବିଦ୍ୟାଳୟ ରେ ତିନି ଦିନିଆ ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟ ସଭ୍ଯା କଂ ତାଲିମ ଶିବିର ଅନୁଷ୍ଠିତ ହେଉଛି ।ଶିକ୍ଷାବିତ ତଥା ବରିଷ୍ଠ ସାମ୍ବାଦିକ ଡାକ୍ତର ହୃଷୀକେଶ ମହାନ୍ତି ମୂଖ୍ୟ ଅତିଥି ରୂପେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରି ଶିବିର କୁଆନୁଷ୍ଠାନିକଭାବେ ଉଦ୍ ଘାଟନ କରି କମିଟି ସଭ୍ୟ ସଭ୍ଯା କଂ ଦାୟିତ୍ୱ ଓ କର୍ତ୍ତବ୍ୟ ସଂପର୍କରେ ଉଦବୋଧନ ଦେଇଥିଲେ ।ପ୍ରଧାନ ଶିକ୍ଷୟତ୍ରୀସୁନୀତିଦାଶ,ସହକାରୀ ଟି କୃଷ୍ଣ।ଓଶିକ୍ଷୟତ୍ରୀଏନ୍ ରେଖା ସରକାର କଂ ଗାଇଡ ଲାଇନ୍ ଅନୁସରଣ କରି ତାଲିମ ପ୍ରଦାନ କରିଥିଲେ ।ଏଥିରେ ସଭାପତି ରାମହରିସାହୁଓସଭ୍ଯସଭ୍ଯାତଥା ଅଭିମନ୍ୟୁ ଡାକୁଆ,ଏ ପଦ୍ମାବତୀ,ଭାରତୀପାତ୍ର,ମାମାନାୟକ,ସିମାଂଚଳ ସେନାପତି, ଭଗବାନ ସାହୁ,ରବି ସେଠୀ,ଝିଲିଗନ୍ତାୟତ,ମିତାନାୟକସୁଜନ୍ତୀ ପ୍ରଧାନ, ସନ୍ତୋଷ ନାୟକ, ପୁଷ୍ପାଜଳିପଣ୍ଡା, ବି ସରୋଜିନୀ ରୀତାମହାପାତ୍ର ପ୍ରମୁଖ ଏହି ତାଲିମ କେନ୍ଦ୍ର ରେ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here