ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଘୁମୁସୁର ଜିଲ୍ଲା ଆସିକା ନଗର ଶାଖା ପକ୍ଷରୁ ବୀର ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ

0
27

ଆସିକା (ଓବି ନ୍ୟୁଜ) (ସନ୍ତୋଷ ମିଶ୍ର) ;ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଘୁମୁସୁର ଜିଲ୍ଲା ଆସିକା ନଗର ଶାଖା ପକ୍ଷରୁ ବିଜାପୁର ରେ କ୍ରୁର ନକ୍ସଲ ହିଂସାରେ ସହିଦ ହୋଇଥିବା ବୀର ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଗଲା । ଏହି କାର୍ଯ୍ୟକ୍ରମରେ ଆସିକା ନଗର ସଂପାଦକ ଅନିଲ୍ କୁମାର ସ୍ବାଇଁ,ସହ ସଂପାଦକ ସୁନୀଲ ମୁନୀ, ରାହୁଲ କୁମାର ବେହେରା ଓ ଏବିଭିପି ର କାର୍ଯ୍ୟ କର୍ତ୍ତା ପ୍ରଶାନ୍ତ,ଅଙ୍କିତ, ଅମର,ଦିନେଶ,ମୂର୍ତ୍ୟଞ୍ଜୟ ଭାଇ ପ୍ରମୁଖ ଉପସ୍ଥିତ ଥିବା ଜଣା ପଡିଛି

LEAVE A REPLY

Please enter your comment!
Please enter your name here