ଗୃହ ଲଷ୍ମୀ ସ୍ଵୟଂ ସାହାୟକ ଗୋଷ୍ଠୀ ଦ୍ବାରା ପରିଚାଳିତ କଣ୍ଟ ଗୁଡ଼ ଫେଂକଟ୍ରି କୁ ପରିଦର୍ଶନ କଲେ ନ୍ୟାସନାଲ ଡିଫେନ୍ସ କଲେଜ ର ଏକ ଟିମ

0
42

ଆସିକା-(ଓବି ନ୍ୟୁଜ) (ସନ୍ତୋଷ କୁମାର ମିଶ୍ର)ଗଞ୍ଜାମ ଜିଲ୍ଲା ଆସିକା ବ୍ଳକ ର ଗଙ୍ଗାପୁର ପଞ୍ଚାୟତ ର ଲଷ୍ମୀ ସହାୟକ ଗୋଷ୍ଠୀ ଦ୍ବାରା ନିର୍ମାଣ କରାଯାଇଥିବା କଣ୍ଟ ଗୁଡ଼ ଫେଂକଟ୍ରି କୁ ପରିଦର୍ଶନ ରେ ଆସିଥିଲେ ନ୍ୟାସନାଲ ଡିଫେନ୍ସ କଲେଜର ବିଭିନ୍ନ ଦେଶ ରୁ ଏକ25 ଜଣିଆ ଟିମ ଦିନିକିଆ ଗସ୍ତରେ ଆସି ମ ମହିଳା ସଶକ୍ତି କରଣ ଓ ଜୀବିକା ମିଶନ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଅର୍ଜନ କରୁଥିବା ଅନୁଷ୍ଠାନ କୁ ଉତ୍ସାହିତ କରିଥିବା ବେଳେ ଉତ୍ପାଦନ ଗୁଡ଼ କୁ କିଭଳି ବିକ୍ରି କରାଯାଉଛି ସେ ଉପରେ ମହିଳା ମାନଙ୍କ ସହ ଆଲୋଚନା କରିଥିଲେ ଏହି ଟିମ।ନାଇଜେରିଆ, ଜାପନ ,ଅଷ୍ଟେଲିୟା,କେନିୟ, ଭଳି ସାତ ଗୋଟି ଦେଶ ରୁ ଗୁଡ଼ ଫେଟ୍ରି କୁ ପରିଦର୍ଶନ ରେ ଆସି ଥିଲେ। ନ୍ୟାସନାଲ ଡିଫେନ୍ସ କଲେଜ ର ଏକ ଟିମ l ଗଞ୍ଜାମ ଜିଲ୍ଲା ପ୍ରୋଜେକ୍ଟ ଡ଼ାଇରେକ୍ଟର (PD) ଦତ୍ରତେୟ ସିନ୍ଧେ, ଆସିକା ରୋଷନ ଶତପଥୀ, ଆସିକା ସିଡ଼ିପିଓ ଭାରତୀ ମହାପାତ୍ର ,ବ୍ଳକ ର ବିପିମ ଅନିତା ମହାରଣାଙ୍କ ସମେତବହୁ ପ୍ରଶାସନ ଅଧିକାରୀ ମାନେ ଯୋଗ ଦେଇ ଥିବାବେଳେ ଆସିକା ସଂସଦ ପ୍ରମିଳା ବିଷୋୟୀ ,ଆସିକା ବିଧାୟିକା ମଞ୍ଜୁଳା ସ୍ଵାଇଁ,ନାଚିକେତା ସ୍ଵାଇଁ, ଗଙ୍ଗାପୁର ପଞ୍ଚାୟତ ର ସରପଞ୍ଚ ସନୀଳା ବେହେରା, ଶିଵ ନାହାକ, ସୂର୍ଯ୍ୟ କାନ୍ତ ପରିଡ଼ା, ଅନିମା ପରିଡ଼ାଙ୍କ ସମେତ ବହୁ ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ଓ ଗ୍ରାମବାସୀ ମାନେ ଉପସ୍ଥିତ ଥିବା ଜଣା ପଡ଼ିଛି

LEAVE A REPLY

Please enter your comment!
Please enter your name here