କରୋନାସତର୍କତାଓମାଗଣା ସ୍ୱାସ୍ଥ୍ୟ ଶିବିର

0
28

ଶେରଗଡ଼(ଓବି ନ୍ୟୁଜ)(ହୃଷୀକେଶ ମହାନ୍ତି):ଆରୋଗ୍ଯଭାରତୀଏବଂ କ୍ଯାରିଅର ଲଂଚଇଣ୍ଟରନେସନାଲର ମିଳିତ ସହଯୋଗରେ କରୋନା ସତର୍କତାପାଳନସହ ମାଗଣା ସ୍ୱାସ୍ଥ୍ୟ ଶିବିର ନିମିଗାଁ ଠାରେ ଅନୁଷ୍ଠିତ ହୋଇଯାଇଛି ।ଶିବିର କୁ ଶେରଗଡ ବ୍କକପିତଳ ଧର୍ମାନଂଦମହିଳା ସମିତି ର ଉପଦେଷ୍ଟା ଡାକ୍ତର ହୃଷୀକେଶ ମହାନ୍ତି, ଇଂଦେବେନ୍ଦ୍ରନାଥ ନାହାକ,ଇଂଅଲେଖକୁମାରସାହୁଓପ୍ରଶାନ୍ତକୁମାରଡାକୁଆ ପରିଚାଳନା କରିଥିଲେ ।ଶିବିର ରେଆରୋଗ୍ଯ ଭାରତୀ ରଜିଲାସଭାପତି ଡାକ୍ତର ନକୁଳସାହୁ୮୪ଜଣ ରୋଗୀ କଂର ରକ୍ତଶର୍କରା,ରକ୍ତଚାପ ଓଗଣ୍ଠିବାତରୋଗ ରଚିକିଛା କରିବା ସହ କରୋନା ମହାମାରୀରୁଜନ ସାଧାରଣ କିପରି ରକ୍ଷା ପାଇବେ ତାରସରଳ ପରାମର୍ଶ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here