ଆଇଏସଓ ୯୦୦୧ ପ୍ରମାଣପତ୍ର ପାଇଲା ଗଞ୍ଜାମ ଜିଲ୍ଲା ଶାରିରୀକ ଭିନ୍ନକ୍ଷମ ମହାସଂଘ

0
15

ଛତ୍ରପୁର(ଓବି ନ୍ୟୁଜ):ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସାମାଜିକ କାର୍ଯ୍ୟକଳାପରେ ସର୍ବତମ ତଥା ଗୁଣାତ୍ମକ ସେବା ପାଇଁ ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲ୍ଲା ଶାରିରୀକ ଭିନ୍ନକ୍ଷମ କଲ୍ୟାଣ ମହାସଂଘକୁ ଆଇଏସସ ପ୍ରମାଣପତ୍ର ପ୍ରଦାନ କରାଯାଇଛି । ଏହି ପ୍ରମାଣପତ୍ର ଆମେରିକାର ଗ୍ଲୋବସ୍ ଆନ୍ତର୍ଜାତୀୟ ସ୍ୱିକୃତିପ୍ରାପ୍ତ ଫୋରମ୍ ଆଇଏସଓ-୯୦୦୧ ସାର୍ଟିଫିକେଟ୍ ପ୍ରଦାନ କରିଛନ୍ତି ବୋଲି ମହାସଂଘର ସମ୍ପାଦକ କେ. ଆନନ୍ଦ ରାଓ ଏକ ପ୍ରେସବିବୃତି ଯୋଗେ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here