ଗଞ୍ଜାମ ଜିଲ୍ଲାର ବିଭିନ୍ନ ଥାନା ଅଂଚଳରେ ଯାଂଚ : ୩ଲକ୍ଷ ୭୪ ହଜାର ୭ ଶହ ଟଙ୍କା ଜରିମାନା ଆଦାୟ

0
13

ଛତ୍ରପୁର (ଓବି ନ୍ୟୁଜ) : ଗଞ୍ଜାମ ଜିଲ୍ଲାର ବିଭିନ୍ନ ଥାନା ଅଂଚଳରେ ଯାଂଚ କରାଯାଇ ଟ୍ରାଫିକ ନିୟମ ଅବମାନନା ଓ ବିନା ମାସ୍କ ଧାରୀ ମାନଙ୍କ ଠାରୁ ୩ ଲକ୍ଷ ୭୪ ହଜାର ୭ ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି । ଦୁଇ ଜଣଙ୍କ ଡ୍ରାଇଭିଙ୍କ ଲାଇସେନ୍ସ କୁ ସିଜ୍ କରାଯାଇଛି । ସେହିଭଳି ଜିଲ୍ଲାର ବିଭିନ୍ନ ଥାନା ରେ ୮ ଟି ଅବକାରୀ ମାମଲା ରୁଜୁ କରାଯାଇ ୨୩୩.୭ ଲିଟର ମଦ ଜବତ କରାଯାଇ ୮ ଜଣଙ୍କୁ ଗିରଫ୍ କରାଯାଇଥିବା ପୋଲିସ୍ ମୁଖ୍ୟାଳୟରୁ ଟୁଇଟ ଯୋଗେ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here