ଅଲ୍ ଓଡ଼ିଶା ଅଂଗନବାଡି ଓ ଲେଡିଜ ୱାର୍କରସ ଏସୋସିଏସନ ପକ୍ଷରୁ ସ୍କ୍ରିନିଂ କାର୍ଯକ୍ରମ ବର୍ଜନ

0
148

ଶେରଗଡ଼(ଓବି ନ୍ୟୁଜ୍‌)(ହୃଷୀକେଶ ମହାନ୍ତି):ଅଙ୍ଗନବାଡିକର୍ମୀ ମାନେ ଘରକୁ ଘର ଯାଇ ସ୍କ୍ରିନଂଗ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ସଂଘ ପକ୍ଷରୁ ଏହାକୁ ବର୍ଜନ କରିଛନ୍ତି । ଗତବର୍ଷ କୋଭିଡ୍‌ ସମୟରେ କୋଭିଟ କେୟାର କେଂଦ୍ର ରେକାର୍ଯ୍ଯକରିଥିବାଓସ୍କ୍ରିନିଂର ପ୍ରାପ୍ଯ ପ୍ରଦାନ କରି ନଥିବାରୁ ଏବଂ କରୋନା ସେବା କାର୍ଯ୍ୟ କରି ଭାରତୀ ସ୍ୱାଇଁ, ପ୍ରିୟକାଂପ୍ରଧାନ ଓ ଏମ୍ ମାକାଂମାଁ କୋଭିଡ୍‌ ରେ ସହିଦ ହୋଇ ଥିଲେ ମଧ୍ୟ ସରକାର କଂ ଘୋଷିତ ଅର୍ଥ ଏଯାଏଁ ପ୍ରଦାନ କରାଯାଇନଥିବାରୁ ଏହାର ପ୍ରତିବାଦ କରି ଏସୋସିଏସନ ପକ୍ଷରୁ ଶେରଗଡ ବ୍ଲକ ତଥାଜିଲା ସଭାନେତ୍ରୀ ରଂଜିତା ରଥ ଓ ସଂପାଦିକା ମଂଜୁବାଳାପାଣିଗ୍ରାହି ଏବଂ ଭାରତୀୟ ମଜଦୂର ସଂଘ ସଂପାଦକ ଗୌରୀପ୍ରସାଦ ପଟ୍ଟନାୟକ ଗଞାମ ଜିଲା ପାଳ କୁଂ ଦାବି ପତ୍ର ଦେଇଥିଲେ ମଧ୍ୟ ତାହାଏପର୍ଯ୍ଯନ୍ତ ପୂରଣ ହୋଇ ନଥିବା ରୁ ଏହି ସ୍କ୍ରିନିଂ କାର୍ଯ୍ୟ କୁ ଏସୋସିଏସନ ପକ୍ଷରୁ ବର୍ଜନ କରିବାକୁ ବାଧ୍ୟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here