କରୋନାରେ ଚାଲିଗଲେ କରୁଣା

0
62

ଶେରଗଡ଼(ଓବି ନ୍ୟୁଜ୍‌)(ହୃଷୀକେଶ ମହାନ୍ତି):କରୋନା ରେ ଚାଲିଗଲେ କରୁଣା । ଏଧରଣର ଏକ ଦୁଃଖଦ ଖବର ମିଳିଛି । ଶେରଗଡ ପ୍ରତିନିଧି କରୁଣା ସାହୁ ତିନି ଦିନ ପୂର୍ବେ ଅସୁସ୍ତହେବାରୁ ତାକଂର ସ୍ୱାସ୍ଥ୍ୟ ପରୀକ୍ଷା ରୁ କରୋନା ଆକ୍ରାନ୍ତ ହୋଇ ଥିବା ଜଣାପଡିଥିଲା ତାକୁ ହିଞ୍ଜଳିକାଟୁ ଡାକ୍ତର ଖାନା ରେଚିକିଛାପାଇଁ ଭର୍ତ୍ତିକରାଯାଇଥଲା।ଆଜି ପୂର୍ବାହ୍ନ ରେତାକଂର ବିୟୋଗ ଘଟିଛି ।ଏହା ଶେରଗଡ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।ଡାକ୍ତର ହୃଷୀକେଶ ମହାନ୍ତି ଅନୁପମଭାରତଛାଡି,ହିନ୍ଦୁ ସ୍ଥାନ ସମାଚାର ଗଂଜାମଜିଲା ପ୍ରତିନିଧି ରୂପେ କାର୍ଯ୍ୟ କରି ବାପରେକରୁଣାକର ପ୍ରାୟ ୨୫ବର୍ଷ ରୁ ଉର୍ଦ୍ଧ ସମୟ ଧରି ଅନୁପମଭାରତରଶେରଗଡ ପ୍ରତିନିଧି ରୂପେ କାର୍ଯ୍ୟ କରି ଆସୁଥିଲେ ।କରୁଣାକଂ ବିୟୋଗ ରେ ଓୟୂଡବଲ୍ଯୁଜେ ଗଂଜାମଜିଲାର ସଭାପତି ଡାକ୍ତର ହୃଷୀକେଶ ମହାନ୍ତି ଗଭୀର ଶୋକ ପ୍ରକାଶ କରିଆତ୍ମାର ସଦଗତିକାମନାକରିଶୋକସତପ୍ତ ପରିବାର ବର୍ଗ କୁଂସମବେଦନାୱାପନ କରିଛନ୍ତି ଓସରକାରକଂ ପକ୍ଷରୁ ତାକଂର ଉତରାଧିକାରୀକୁଂଆର୍ଥିକସହାୟତା ପ୍ରଦାନ କରିବାକୁଦାବିକରିଛନ୍ତି।

LEAVE A REPLY

Please enter your comment!
Please enter your name here