ଯଶୋଦା ଫାଉଣ୍ଡେସନ ପକ୍ଷରୁ ନଡିଆ ଚାରା ବଣ୍ଟନ କାର୍ଯ୍ୟକ୍ରମ

0
32

ଛତ୍ରପୁର (ଓବି ନ୍ୟୁଜ) ; ଛତ୍ରପୁର ବ୍ଲକର ବିପୁଳିଙ୍ଗି ପଂଚାୟତ ଅନ୍ତର୍ଗତ ରାଜନାପଲ୍ଲୀ ଗ୍ରାମରେ  ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଯଶୋଦା ଫାଉଣ୍ଡେସନ ପକ୍ଷରୁ ନଡିଆ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।   ଶିଖବିତ କୃପାସିନ୍ଧୁ ପଣ୍ଡା ଓ ଯଶୋଦା ଫାଉଣ୍ଡେସନ ର ଟ୍ରଷ୍ଟି ସାଗରିକା ପଣ୍ଡା   ଅତିଥି ଭାବେ ଉପସ୍ଥିତ ରହି ପ୍ରଫେସର ରାଧାମୋହନ ସାର ଙ୍କ ଏକାଦଶ ତିଥିରେ ଗ୍ରାମର ୪୦ ଜଣ ମହିଳାଙ୍କୁ ୨ଟି ଲେଖାଁଏ ଚାରା ବଣ୍ଟନ କରିଥିଲେ । ଯଶୋଦା ଫାଉଣ୍ଡେସନ ଓ ଅନ୍ୱେଷା ତରଫରୁ ଆୟୋଜିତ ଏହି ସମସ୍ତ କାର୍ଯ୍ୟକ୍ରମକୁ ଯଶୋଦା ଫାଉଣ୍ଡେସନ ର ସୁଦେଷ୍ଣା ସାହୁ ଓ ପୁଷ୍ପାଞ୍ଜଳି ସାହୁ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here