ଶୋଚନିୟ ହୋଇଛି ଆଶ୍ରୟଗଡ଼ ଓ ବୁରୁଡିଙ୍ଗ ରାସ୍ତା

0
24

ଗୁମ୍ମା(ଓବି ନ୍ୟୁଜ)(ପ୍ରବୀଣ କୁମାର ଲିମା):ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ତରବା ପଞ୍ଚାୟତ ର ଆଶ୍ରୟଗଡ଼ ଓ ବୁରୁଡିଙ୍ଗ ଗ୍ରାମ କୁ ସଂଯୋଗ କରୁଥିବା ରାସ୍ତା ଏବେ ମରଣଯନ୍ତା ରାସ୍ତା ପାଲଟିଛି । ବର୍ଷା ଦିନରେ ଏହି ରାସ୍ତା ଦେଇ ଗୋମନା ଗୋମନ କରିବା ବହୁତ କଷ୍ଟକର ହୋଇଅଛି ମାଟି ରାସ୍ତା ଯୋଗୁ ଟିକିଏ ବର୍ଷା ହେଲେ ତିନି ଚାରି ଦିନ ପର୍ଯ୍ୟନ୍ତ ଖାଲଜମା ରାସ୍ତାରେ ପାଣି ଭରି ହଇ ରହୁଛି। ଯଉଦ୍ୱାରା ଦୁର୍ଘଟଣା ର ବୋବୁତ ସମ୍ଭାବନା ରହୁଛି । ବ୍ଲକ ଠାରୁ ଏହି ଗ୍ରାମକୁ ମାତ୍ର ୩ ରୁ ୪ କିଲୋମିଟର ହବ କିନ୍ତୁ ରାସ୍ତାକାମ ସଫଳପୂର୍ବକ କାର୍ଯ୍ୟ ହୋଇ ନାହିଁ। ଅଧୁରା କାମ ହୋଇ ରହିଛି। ଏହି ରାସ୍ତା କାମ ଯଦି ତୁରନ୍ତ ହବ ତେବେ ଗ୍ରାମବାସୀ ମାନଙ୍କର ଉପକୃତ ହେବ ବୋଲି ଗ୍ରାମରୁ ଗାବ୍ରିଏଲ ଳିମା, ଆଡ଼ିଲା ଗମାଙ୍ଗ ୱାର୍ଡ ମେମ୍ବର, ସିମନ ଭୂୟାଁ, ପଇନ ଗମାଙ୍ଗ ଅଭିଯୋଗ କରିଛନ୍ତି।

LEAVE A REPLY

Please enter your comment!
Please enter your name here