ସ୍ବାମୀ ସ୍ତ୍ରୀର କଳହରେ ବଳି ପଡ଼ିଗଲେ ଦୁଇ ସନ୍ତାନ

0
15

ରାଇକିଆ(ଓବି ନ୍ୟୁଜ)(ଜଗଦୀଶ ଦାଶ):ରାଇକିଆ ଖ୍ରୀଷ୍ଟିଆନ ସାହିର ସ୍ବାମୀ mରାଜେଶ ପାତ୍ର ସ୍ତ୍ରୀ ଭାଗ୍ୟ ଲକ୍ଷ୍ମୀପାତ୍ର ଦୁଇ ଜଣଙ୍କ ପାରି ବାରିକ କଳହରେ ରାଗିକି ଘରଠାରୁ ୩କିଲୋମିଟର ଅଲିମାହା ରାସ୍ତା କଡ଼ରେ ଥିବା କୂଅରେ ବିଳମ୍ବିତ ରାତିରେ ଦୁଇ ଛୁଆଙ୍କୁ ନେଇ ମା ଭାଗ୍ୟ ଲକ୍ଷ୍ମୀ ଆତ୍ମହତ୍ୟା କରିଥିବା କୁ ଯାଇ ପ୍ରଥମେ ଛୁଆ ଦୁଇଟକୁ କୂଅ ଭିତରେ ପକାଇଦେଇ ସୂଚନା ମିଳିଛି । ଏବଂଆଜି ସକାଳେ ସେ ରାସ୍ତା ରେ ଯାଉ ଥିବା ଜଣେ ଲୋକ ଦେଖି ଥିଲେ ଓ ଖବର ଦେଇ ଥିଲେ ରାଇକିଆ ଅଗ୍ନିଶମ ବାହିନୀକୁ ସେଇ ଗାଡ଼ି ଗଲା ପରେ ଦୁଇ ଛୁଆକୁ ଉଧାର କରି ରାଇକିଆ ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।

LEAVE A REPLY

Please enter your comment!
Please enter your name here