ବିଜେଡି ଜିଲ୍ଲା ସଭାପତିଙ୍କ ନାମ ଘୋଷଣା

ଜି. ଉଦୟଗିରି ନଗର ସଭାପତି ଗୋପାଳ, ବ୍ଲକ୍ ସଭାପତି ଲିଙ୍ଗରାଜ

0
14

ଜି.ଉଦୟଗିରି(ଓବି ନ୍ୟୁଜ)(ପ୍ରତାପ ଚନ୍ଦ୍ର ପାଢ଼ୀ): କନ୍ଧମାଳ ଜିଲ୍ଲା ବିଜୁ ଜନତା ଦଳ ସଭାପତି ସରୋଜ କର୍ଣ୍ଣ ଜିଲ୍ଲାର ୧୨ଟି ବ୍ଳକ ଓ ୩ଟି ନଗର ସଭାପତି ପଦବୀ ନାମ ଘୋଷଣା କରିଥିବା ଜଣାପଡିଛି।ସେଥିରୁ ଜି.ଉଦୟଗିରି ନଗର ବିଜୁ ଜନତା ଦଳ ସଭାପତି ଭାବେ ଗୋପାଳ କୃଷ୍ଣ ମହାପାତ୍ର ଓ ବ୍ଳକ ସଭାପତି ଭାବେ ଲିଙ୍ଗରାଜ କହଁର ମନୋନିତ ହୋଇଥିବା ଜଣାପଡିଛି।ଏ ନେଇ ଜି.ଉଦୟଗିରି ବିଜେଡି ମହଲରେ ଖୁସିର ଲହରୀ ଖେଳିଯାଇଛି।

LEAVE A REPLY

Please enter your comment!
Please enter your name here