ଛତ୍ରପୁର ସହରର ବିଭିନ୍ନ ଜଗନ୍ନାଥ ମନ୍ଦିର ରେ ଶ୍ରୀ ଜୀଉ ଙ୍କ ସୁନାବେଶ

0
0

ଛତ୍ରପୁର (ଓବି ନ୍ୟୁଜ) ; କୋରନା ଯୋଗୁ ରାଜ୍ୟରେ ପୁରୀ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ପାଳନ କରାଯାଇପାରିନାହିଁ l ରାଜ୍ୟର ସମସ୍ତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ମନ୍ଦିର ଭିତରେ କିଛି ସେବାୟତ ମାନଙ୍କ ଦ୍ୱାରା ରଥଯାତ୍ରା ପାଳନ କରାଯାଇଥିଲା l ଗତକାଲି ମହାପ୍ରଭୁ ଙ୍କ ବାହୁଡା଼ ଯାତ୍ରା ପାଳନ ହେବା ପରେ ବୁଧୁବାର ଶ୍ରୀ ଜୀଉ ଙ୍କ ସୁନାବେଶ ଅନୁଷ୍ଠିତ ହୋଇଛି l କଟକଣା ଯୋଗୁ ମନ୍ଦିର ଭିତତକୁ ଭକ୍ତ ଙ୍କ ପ୍ରବେଶ କୁ ବାରଣ କରାଯାଇଥିବା ବେଳେ ମହାପ୍ରଭୁଙ୍କ ଏହି ସୁନା ବେଶ କୁ ଭକ୍ତମାନେ ନ ଦେଖିପାରି ନିରାଶ ହୋଇ ଫେରିଥିବା ଦେଖିବାକୁ ମିଳିଛି l

LEAVE A REPLY

Please enter your comment!
Please enter your name here