ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଠାଵ

0
3

ଆସିକା (ଓବି ନ୍ୟୁଜ)(ସନ୍ତୋଷ କୁମାର ମିଶ୍ର): ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତଗତ କଲେଜଛକ ଫାଣ୍ଡି ଅଧୀନ କୁମ୍ଭାରୀ ଭଣ୍ଡାରୀ ବନ୍ଧ ନିକଟ ଏକ ବିଲ ଭିତରୁ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଠାବ l ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଖବର ପାଇ ଘଟଣା ସ୍ଥଳରେ ଆସିକା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ଅନ୍ୟପଟେ ମୃତଦେହ ଟି ବିଲ ମଧ୍ୟରେ ଦୁଇ ରୁ ତିନିଦିନ ହେବ ପଡିରହିଥିବା ଅନୁମାନ କରାଯାଉଛି ବୋଲି ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ କହିଛନ୍ତି l

LEAVE A REPLY

Please enter your comment!
Please enter your name here