ବିଜୁ ଯୁବ ଜନତା ଦଳର ଡିଜିଟାଲ ସେକ୍ରେଟାରୀ ଭାବେ ଛତ୍ରପୁର ବ୍ଲକ ପାଇଁ ହରେକୃଷ୍ଣ ଓ ଏନଏସି ପାଇଁ ସନମୁଖ ମନୋନୀତ

0
125

ଛତ୍ରପୁର (ଓବି ନ୍ୟୁଜ) ; ଛତ୍ରପୁର ବ୍ଲକ ପାଇଁ ହରେକୃଷ୍ଣ ଗୌଡ (ଟିକିନା) ଓ ଏନଏସି ପାଇଁ ସନମୁଖ ପଟ୍ଟନାୟକଙ୍କୁ ବିଜୁ ଯୁବ ଜନତା ଦଳର ଡିଜିଟାଲ ସେକ୍ରେଟାରୀ ପଦବୀ ନିମନ୍ତେ ମନୋନୀତ କରାଯାଇଛି । ଏହି ପଦବୀ ପାଇବା ପରେ ସନମୁଖ ଓ ହରେକୃଷ୍ଣ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ବିଜେଡି ଜିଲ୍ଲା ସଭାପତି ଡଃ .ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଲକ୍ଷ୍ମଣ ଚୈାଧୁରୀ, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍ ଧନଞ୍ଜୟ ରେଡ୍ଡି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here