ଅବକାରୀ ବିଭାଗ ପକ୍ଷରୁ ବହୁ ପରିମାଣର ପୋଚନଷ୍ଟ ଦେଶୀ ମଦ ଜବତ 10 ଗିରଫ

0
120

ଆସିକା (ଓବି ନ୍ୟୁଜ) (ସନ୍ତୋଷ ମିଶ୍ର) ; ଆସିକା ଗଂଜାମ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଆସିକା ସମେତ ଓ ଆଖ ପାଖ ଅଞ୍ଚଳରେ ବେ ଆଇନ ଭାବେ ଦେଶୀ ରନ୍ଧା ମଦ ପସ୍ତୁତି ବେଳେ ଅବକାରୀ ବିଭାଗ ପକ୍ଷରୁ ବିପୁଳ ପରିମାଣର ପୋଚ ସହ ଦେଶୀ ମଦ କୁ ଜବତ କରିଛି ଅବକାରୀ ବିଭାଗ ଗତ କଛି ମାସର ନୀରବତା ପରେ ଜିଲ୍ଲା ଅବକାରୀ ବିଭାଗ ର ନିଦେଶ କ୍ରମେ ଆସିକା ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଦଶ ଜଣଙ୍କୁ ଗିରଫ କରିବା ରେ ସଫଳ ହୋଇଛି। ଗିରଫ ମଦ ମାଫିଆ ମାନେ ହେଲେ କରତାଲି ଆରେଗୋଲା ବସ୍ତି, ଆଇବି ଆରେଗୋଲା ବସ୍ତି, ସନ୍ତୋସି ମା ଆରେଗୋଲା ବସ୍ତି, ପକଳାପଲ୍ଲୀ ଆରେଗୋଲା ବସ୍ତି ଚଢ଼ାଉ କରି ଦଶ ଜଣ ଙ୍କୁ ଗିରଫ କରି ଆସିକା କୋର୍ଟ ଚାଲାଣ କରିଥିବା ଜଣା ପଡ଼ିଛି।

LEAVE A REPLY

Please enter your comment!
Please enter your name here