ଶ୍ରୀ ନୀଳକଣ୍ଠେଶ୍ଵର ଉଚ୍ଚ ବିଦ୍ୟାଳୟ ର ସ୍ମରଣିକା ” ଶଙ୍ଖନାଦ ” ଉନ୍ମୋଚିତ

0
145

ଖଲ୍ଲିକୋଟ (ଓବି ନ୍ୟୁଜ) ( ବିଭୁତି ଭୁଷଣ ତ୍ରିପାଠୀ ) ; ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କୈରାଶି ସ୍ଥିତ ଶ୍ରୀ ନୀଳକଣ୍ଠେଶ୍ଵର ଉଚ୍ଚ ବିଦ୍ୟାଳୟ ରେ ପିଲାଙ୍କ ସୃଜନଶୀଳତା କୁ ବଢାଇବା ପାଇଁ ଏକ ମନୋରମ ସ୍ମରଣିକା “ଶଙ୍ଖନାଦ “ମଂଚାସୀନ ଅତିଥି ମାନେ ଉନ୍ମୋଚନ କରିଥିଲେ । ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଭିକାରି ଚରଣ ଗୌଡ଼ ଙ୍କ ସଭାପତିତ୍ୱ ରେ ଆୟୋଜିତ ଉଛବ ରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଅନ୍ୟତମ ଅତିଥି ଭାବେ ଜିଲ୍ଲା ପରିଷଦ ଅଧକ୍ଷ ସୋନମ ପଲାଇ ଓ ବ୍ଲକ ଅଧକ୍ଷ ମିନାକ୍ଷୀ ସାହୁ ଓ kairasi ସରପଂଚ ପ୍ରଫୁଲ ସାହୁ , ossta ଜିଲ୍ଲା ସମ୍ପାଦକ ବିଜୟ କୁମାର ବେହେରା ,ଶିକ୍ଷାବିତ ଦେବୀ ପ୍ରସାଦ ସାହୁ ,ଶଙ୍କର୍ଷଣ ସୁବୁଧି ,ରମାକାନ୍ତ ମହାପାତ୍ର ,ରାଜେନ୍ଦ୍ର ସୁବୁଧି ,ପ୍ରାକ୍ତନ ପ୍ରଧାନ ଶିକ୍ଷକ ପ୍ରଫୁଲ ସାହୁ ,ଆନନ୍ଦ ସାହୁ , ପ୍ରତିଦ୍ଵତ୍ତା ସମ୍ପାଦକ ଗୋପୀନାଥ
ଦ|ଶ ,ବାନାମ୍ବର ସ୍ୱାଇଁ ,ସମିତି ସଭ୍ୟ ପ୍ରତିନିଧି ସନ୍ତୋଷ ରାଉତ ,ପୂର୍ବତନ ସରପଂଚ ଅଜୟ ପଣ୍ଡା , kairasi ups ପ୍ରଧାନ ଶିକ୍ଷକ କ୍ଷିତୀଶ ଚନ୍ଦ୍ର
ଦ|ଶ ,ରଂଜିତ ପଣ୍ଡା ପ୍ରମୁଖ ସ୍ମରଣିକା ଉନ୍ମୋଚନ ରେ ଭାଗ ନେଇଥିବା ବେଳେ ପ୍ରଧାନ ଶିକ୍ଷକ ଶ୍ରୀ ଗୌଡ଼ ତାଙ୍କ ବିବରଣୀ ପାଠ କରି ବିଦ୍ୟାଳୟ ର ବିଭିନ୍ନ ସମସ୍ୟା ସମ୍ପର୍କରେ ଅତିଥି ମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବଂଶୀଧର ସାହୁ ଓ ପ୍ରଦୀପ ତ୍ରିପାଠୀ ମଂଚ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here