ଆସିକା (ଓବି ନ୍ୟୁଜ) (ସନ୍ତୋଷ ମିଶ୍ର) ; ଆସିକା ଥାନା ଅନ୍ତର୍ଗତ ଖଣ୍ଡଦେଉଳି ଗ୍ରାମପଞ୍ଚାୟତ ର କାର୍ଣ୍ଣଳି ଗ୍ରାମର ଗତ କିଛି ଦିନ ଧରି ରୀତି ମତ ଚୋରି ଯାଉଥିବା ସମୟରେ ଗତ 28 ତାରିଖ ବିଳମ୍ବିତ ରାତ୍ରରେ ଅଜଣା ଦର୍ବୃତ୍ତ ମାନେ ୬ ଖଣ୍ଡ ଚନ୍ଦନ କାଠ ଚୋରି ଯାଇଥିବା ନେଇ ସରପଞ୍ଚ ଙ୍କ ପତିନିଧି ନୀଳମ୍ବର ସ୍ୱାଇଁ ଆସିକା ଥାନା ରେ ଏକ ଲିଖିତ ଅଭିଯୋଗ ଦେବା ପରେ ଆସିକା ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଚନ୍ଦନ କାଠ ଚୋରି ଯାଇଥିବା ସହ ଦୁଇ ଜଣ ଚୋର କୁ ଗିରିଫ କରି 547/21 ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ବେଳେ ଦୁଇ ଚୋର ହେଲେ ମନୋଜ କୁମାର ଓ ଆନନ୍ଦ ପଢ଼ାରି ବିହାର ଓ ମଧପ୍ରଦେଶ ବୋଲି ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି।