ଛାତ୍ରୀ ଙ୍କୁ କମେଣ୍ଟ ମାରି ଯୁବକ ଗିରଫ

0
1129

ଆସିକା (ଓବି ନ୍ୟୁଜ) (ସନ୍ତୋଷ ମିଶ୍ର) ; ଗତ କିଛି ଦିନ ଧରି ଆସିକା ସୁନାମ୍ବ ସାହି ର ଜନିକ ଦଶମ ଶ୍ରେଣୀ ର ଛାତ୍ରୀ ସ୍କୁଲ କୁ ଯିବା ସମୟରେ ସୁନାମ୍ବ ସାହିର ନା ବାଳକ ଯୁବକ ତ୍ରିପତି ଦାଶ ଦଶମ ଶ୍ରେଣୀ ଛାତ୍ରୀ କୁ ଦୀର୍ଘ 5 ମାସ ଧରି ନାନା ପ୍ରକାର ହଇରାଣ ହରକତ କରୁ ଥିବା ବେଳେ ସ୍କୁଲ ଯିବା ସମୟରେ ଛାତ୍ରୀକୁ କମେଣ୍ଟ ମାରିବା କୁ ନେଇ ଛାତ୍ରୀ ଜଣ କ ଘରେ ସମସ୍ତ ବିଷୟ ବାପା ମା କୁ କହିଥିଲା ।ଏସମ୍ପର୍କ ରେ ଆସିକା ଥାନା ରେ ଛାତ୍ରୀ ର ବାପା ଏକ ଲିଖିତ ଅଭିଯୋଗ କଲା ପରେ ଆସିକା ପୋଲିସ ଥାନା କେଶ ନମ୍ବର 546/21 ଏକ ମାମଲା ରୁଜୁ କରି ପୋସ୍କୋ କୋର୍ଟ କୁ ଚାଲାଣ କରିଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here