ଟୋକିଓ (ଓବି ନ୍ୟୁଜ)(ବ୍ୟୁରୋ): ଭାରତକୁ ଆଉ ଏକ ସ୍ବର୍ଣ୍ଣ ପଦକ । ଟୋକିଓରେ ଜାରି ରହିଥିବା ପାରାଅଲିମ୍ପିକରେ ଭାରତକୁ ଆଉ ଏକ ସ୍ବର୍ଣ୍ଣ ପଦକ ମିଳିଛି । ଜାଭେଲିନ୍ ଥ୍ରୋରେ ସୁମିତ ଅନ୍ତିଲ୍ଙ୍କୁ ଗୋଲ୍ଡ ମେଡାଲ ମିଳିଛି । ଏହା ସହିତ ଟୋକିଓ ପାରାଅଲିମ୍ପିକରେ ଭାରତରେ ସ୍ବର୍ଣ୍ଣ ପଦକ ସଂଖ୍ୟା ୨କୁ ବୃଦ୍ଧି ପାଇଛି । ସୋମବାର ଜାଭେଲିନ୍ ଥ୍ରୋ ଫାଇନାଲରେ ୬୮.୫୫ ମିଟର ଫିଙ୍ଗି ଗୋଲ୍ଡ ମେଡାଲ ଜିତିଛନ୍ତି ସୁମିତ ଅନ୍ତିଲ୍ ।